logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Aama Odisha Naveen Odisha

ଯାଜପୁର ଜିଲ୍ଲା ରେ ୧୫୫ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୪ହଜାର ୧୦୯ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରିବେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏ ନେଇ ଆଜି ଯାଜପୁର ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଜନସାଧାରଣ ଙ୍କୁ ଭିଡିଓ କଫର୍ସିଂ ଜରିଆରେ ସନ୍ଧ୍ୟା ୫ଟାରେ ଉଦବୋଧନ କରିବେ।

176
2357 views

Comment