logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏନ ଟି ପି ସି ଥାନାରେ ନୂତନ ଆଇ ଆଇ ସି ସନ୍ତୋଷ କୁମାର ସେଠି

ଏନ ଟି ପି ସି ଥାନାରେ ନୂତନ ଆଇ ଆଇ ସି ସନ୍ତୋଷ କୁମାର ସେଠି

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏ ଟି ପି ସି ଥାନାରେ ନୂତନ ଭାବେ ଆଇ ଆଇ ସି ସନ୍ତୋଷ କୁମାର ସେଠି ଏନ ଟି ପି ସି ଥାନା ଅଧିକାରୀ ରୂପେ ଦାୟୀତ୍ଵ ଗ୍ରହଣ କରିଛନ୍ତି l ଆଇ ଆଇ ସି ସନ୍ତୋଷ କୁମାର ସେଠି ଏନ ଟି ପି ସି ଥାନାର ସମସ୍ତ କର୍ମଚାରୀଙ୍କୁ ନେଇ ଏଅଞ୍ଚଳର ଆଇନ ଶୃଙ୍ଖଳା କିପରି ଠିକ୍ ରହିବ ସେ ବିଷୟରେ ଧ୍ୟାନ ଦେବା ସହିତ ସମଗ୍ର ଅଞ୍ଚଳରେ ମଦ, ଜୁଆ ସମେତ ଅସାମାଜିକ କାର୍ଯ୍ୟ କଲାପ ଉପରେ ରୋକ ଲଗାଇବା ସହ ସାଧାରଣ ଜନତାଙ୍କ ଧନ ଜୀବନ ସୁରକ୍ଷା କରିବା ପାଇଁ ବିଶେଷ ଧ୍ୟାନ ଦେବେ ବୋଲି ସେ ପ୍ରକାଶ କରିଥିଲେ ।

134
765 views

Comment