ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରହ
କୋରାପୁଟ ଜିଲ୍ଲା ଜୟପୁର ସହର ଦଶହରା ପଡିଆ ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମରହ ଅନୁଷ୍ଟିତ ହୋଇଯାଇଛି ଏଥିରେ 2128 ଜଣ ପ୍ରତିଭା ଓ ଅନୁଷ୍ଠାନକୁ ପୁରୋଷ୍କାର ପ୍ରଦାନ କରାଯାଇଥିଲା।