logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦର୍ଶ ଶିକ୍ଷକ ଙ୍କ ହୃଦଘାତ ରେ ମୃତ୍ୟୁ

କୋରାପୁଟ ବ୍ଲକ ମରିଚମାଳ, ଜେ.ଇ.ଏଲ.ସି. ପ୍ରାଥମିକ ବିଦ୍ୟାଳୟ, କାର୍ଯ୍ୟରତ ଶିକ୍ଷକ ଶ୍ରୀ ଦିଲିପ କୁମାର ବାଘ, ଗତକାଲି ହୃଦଘାତ  ଯୋଗୁଁ ବିଶାଖପାଟନମ Medicover ମୃତ୍ୟୁ , ତାଙ୍କର ମରଶରୀର ଗତକାଲି ବିଳମ୍ବିତ ରାତ୍ର ପ୍ରାୟ 11ଘଣ୍ଟା.30ମିନିଟ ସମୟରେ ତାଙ୍କ ବାସଭଵନ,କୋରାପୁଟ ମିଶନ କମ୍ପଉଣ୍ଡ ,  ଠାରେ ପହଁଞ୍ଚିବା ପରେ ସହ ସହ ଜନତା ଅପେକ୍ଷାରେ ଥିଲେ ଏବଂ ସମଗ୍ରୋ ଅଞ୍ଚଳରେ, ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଥିଲା, ସ୍ୱର୍ଗତ ଦିଲୀପ କୁମାର ବାଘ ଜଣେ ଆଦର୍ଶ ଶିକ୍ଷକ ଥିଲେ, JELC ପରିଚାଳିତ ବିଭିନ୍ନ ବିଦ୍ୟାଳୟ ରେ ଯଥା କୋରାପୁଟ, କିଲ୍ଲାର, ମୁଜାଙ୍ଗ ରେ ବିଭିନ୍ମ ସମୟରେ ଶିକ୍ଷକତା କାର୍ଯ୍ୟ କରି ସମସ୍ତଙ୍କ ନିକଟରେ ଅତି ଆଦରର ଶିକ୍ଷକ ହୋଇପାରିଥିଲେ, ଆଜି  ଅପରାହ୍ନ ଦୁଇ ଘଣ୍ଟା ସମୟରେ କୋରାପୁଟ JELC କବର ପଡିଆ ଠାରେ, ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ତାଙ୍କୁ କବର ଦିଆଯାଇଥିଲା, ତାଙ୍କର ସମାଧି କାର୍ଯ୍ୟ ର ଶେଷ କୃତ୍ୟ ସମୟରେ ବହୁ ସଂଖ୍ୟକ ଲୋକ ତଥା ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ମାନ୍ୟ ଗଣ ବ୍ୟକ୍ତି ଉପସ୍ଥିତ ଥିଲେ, ସେ ଜଣେ ଆଦର୍ଶ ଶିକ୍ଷକ ତଥା ଜଣେ ମିଷ୍ଟ ଭାଷୀ ବ୍ୟକ୍ତି ଥିଲେ, ସେ ଦିଲୀପ ସାର ନାମରେ ଅତି ସୁପରିଚିତ ଅଟନ୍ତି, ତାଙ୍କର

241
12497 views

Comment