logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଡି଼ଶାରେ BJD ଓ BJP ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ଅଛି ତେଣୁ ଓଡ଼ିଶାରେ ଆପ କିମ୍ବା କଂଗ୍ରେସ ମୁଖ୍ୟ ବିରୋଧି ଦଳ ହେବାର ସମ୍ଭାବନା

ଓଡିଶା ରାଜନୀତି ରେ ଏକ ଅବୈଧ ସମ୍ପର୍କ ମୁଖ୍ୟ ଶାସକ ଦଳ ବିଜୁ ଜନତା ଦଳ ସହ ମୁଖ୍ୟ ବିରୋଧି ଦଳ bjp ଗଠବନ୍ଧନ କରିବ ତେଣୁ ଓଡିଶା ବାସୀଙ୍କ ଗଭୀର ଆଘାତ ଲାଗିଛି ଶାସକ ବିରୋଧି ଯଦି ଏକାଠି ହେବେ ତାହାଲେ ଲୋକଙ୍କ ସ୍ୱାର୍ଥ କୁ ବଳି ଦେଇ ଦୁଇଟି ରାଜନୈତିକ ଦଳ ନିଜ ନିଜର ସ୍ୱାର୍ଥ ସାଧନ ଦିଗରେ କାର୍ଯ୍ୟ କରିବେ

147
4533 views

Comment