logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମା ଭଣେଶ୍ବରୀ ପୀଠର ଆଞ୍ଚଳିକ ନୂତନ ପରିଚାଳନା କର୍ମକର୍ତ୍ତା ଗଠନ

ମା ଭଣେଶ୍ବରୀ ପୀଠର ଆଞ୍ଚଳିକ ନୂତନ ପରିଚାଳନା କର୍ମକର୍ତ୍ତା ଗଠନ

ଡେରଙ୍ଗ, ୧୮।୩: କଣିହାଁ ବ୍ଲକ୍ ଡେରଙ୍ଗ ମା ଭଣେଶ୍ଵରୀ ଠାକୁରାଣୀ ପୂଜା କମିଟିର ନୂତନ କର୍ମକର୍ତ୍ତା ମନୋନୀତ ହୋଇଛନ୍ତି। ଆୟୋଜିତ ବୈଠକରେ ଗଦାଧର ସାହୁ ଅଧ୍ଯକ୍ଷତା କରିଥିଲେ । ଏଥିରେ ଚଳିତବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ବାବୁଲି ସାହୁ କମିଟିର ସଭାପତି, ଦିଲ୍ଲୀପ ବେହେରା କାର୍ଯ୍ୟକାରୀ ସଭାପତି, ଅର୍ଜୁନ ସାହୁ ଉପସଭାପତି, ନରେନ୍ଦ୍ର ରାଉଳ ସମ୍ପାଦକ, ଅନିଲ ରାଉଳ ସହସମ୍ପାଦକ, ପ୍ରଶାନ୍ତ ରାଉଳ ସଂଗଠନ ସଂପାଦକ ରୂପେ ମନୋନୀତ ହୋଇଥିଲେ। ଉପଦେଷ୍ଟା ଭାବେ ଗଦାଧର ସାହୁ, କନ୍ଦର୍ପ ବେହେରା, କଳାକର ମହାନ୍ତି ଓ ଗନ୍ଧର୍ବ ସାହୁଙ୍କୁ ମନୋନୀତ କରାଯାଇଛି। କମିଟିର ଅନ୍ୟ ସଦସ୍ୟ ମାନଙ୍କୁ ମଧ୍ୟ ଚୟନ କରାଯାଇଥିଲା।

150
4942 views

Comment