logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ରାଇଘରରେ ପ୍ରଚାର ।



ଚଳିତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ମୈଦାନରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର।ହେଲିକେପଟର ଯୋଗେ ଆଜି ରାଇଘର ମିନି ଷ୍ଟାଡିୟମ ଠାରେ ପହଂଚି ଏକ ସାଧାରଣ ସଭା ରେ ଉଦବୋଧନ ଦେଲେ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ର ବିଜେପି ପ୍ରାର୍ଥୀ ବଳ ଭଦ୍ର ମାଝୀ ଓ ଉମରକୋଟ ବିଧାୟକ ପ୍ରାର୍ଥୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପାଇଁ ପ୍ରଚାର କରିଥିଲେ । ଉମରକୋଟ ନିର୍ବାଚନ ମଣ୍ଡଳୀରେ 40 ହଜାର ରୁ ଉର୍ଦ୍ଧ ବାଙ୍ଗୀୟ ଭାସଭାସି ଭୋଟର ରହିଛନ୍ତି। ବାଙ୍ଗୀୟ ଭୋଟର ଉମରକୋଟ ନିର୍ବାଚନ ମଣ୍ଡଳୀ ରେ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି ଏଣୁ ଏହି ଭୋଟ ବ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିଥାଏ। କେନ୍ଦ୍ର ମନ୍ତ୍ରୀ ଡବଲ ଇଂଜିନ ସରଜାର ପାଇଁ ଲୋକ ଙ୍କୁ ବିଧାୟକ ଓ ସାଂସଦ ରେ ପଦ୍ମ ଫୁଲ ରେ ଭୋଟ ଦେବାକୁ କହିଛନ୍ତି । ବାଙ୍ଗୀୟ ଭାଷାରେ ଭାଷଣ ରେ CAA ଦ୍ୱାରା କେତେ ଲାଭନିତ୍ୱ ହେବେ ବୁଝାଇ, ମତୁଆ ସମ୍ପ୍ରଦାୟ ଙ୍କ ପାଇଁ ପ୍ରଧାନମନ୍ତ୍ରି ସ୍ୱତନ୍ତ୍ର ଭାବେ ବିଶ୍ୱ ଦରବାର ରେ ପରିଚୟ ଦେଇଛନ୍ତି ବୋଲି କହିଥିଲେ । କେନ୍ଦ୍ର ମନ୍ତ୍ରୀ ନିଜ ଭାଷଣ ରେ ମତୁଆ ସମ୍ପ୍ରଦାୟ ଙ୍କୁ ଅଧିକ ଗେରୁତ୍ଵ ଦେଇଥିବା ବେଳେ ଆଦିବାସୀ ଙ୍କ ପାଇଁ କିଛି କହି ନଥିଲେ । ଏହି ଗ୍ରସ୍ତ ଦ୍ୱାରା ବାଙ୍ଗୀୟ ଭୋଟ ହାତେଇବା ପାଇଁ ସହଜ ହେବ ବୋଲି ଆଶା ରଖିଛନ୍ତି ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ । ଉପରେ ପ୍ରଭାବ ପଡିବ ବୋଲି କହିଛନ୍ତି ବାଙ୍ଗୀୟ ଭୋଟ ର କହିଛନ୍ତି।

224
3158 views

Comment