logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହଟିଲା ବିଜେଡ଼ି ଷ୍ଟିକର

#ଲକ୍ଷ୍ମୀ_ବସରୁ_ହଟିଲା_ଶଙ୍ଖ_ଷ୍ଟିକର୍
ଲକ୍ଷ୍ମୀ ବସରୁ ହଟିଲା ଶଙ୍ଖ ଷ୍ଟିକର୍। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଓ ନୂଆପଡ଼ାରେ। ଗତକାଲି ଯାଏଁ ବସ୍ ଗୁଡ଼ିକରେ ଷ୍ଟିକର୍ ଥିଲା। କିନ୍ତୁ ଆଜି ଅଚାନକ ଭାବେ ଲକ୍ଷ୍ମୀ ବସ୍ ଗୁଡ଼ିକରେ ଷ୍ଟିକର୍ ଗାଏବ ହୋଇଛି।

210
13452 views

Comment