logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

Finalised in Bharatiya Janta Party 1st new chief ministers of odisha Mr. MOHAN MAJHI.. ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଦଳର ନୂଆ ମୁଖ୍ୟ ମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ମାଝୀ ମନୋନୀତ କରାଗଲା.

ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଦଳର ନୂଆ ମୁଖ୍ୟ ମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ମାଝୀ ବିଧାୟକ ଦଳର ସର୍ବ ସମତି ଭାବେ ଚୟନ କରାଗଲା.
ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା... ଏଵେ ଓଡ଼ିଶାର ସନମାନନୀୟ ଶ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀ ଭାବେ, ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡା ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଜନତା ମୈଦାନ ଠାରେ ଶପଥ ପାଠ କରିବେ. ଉକ୍ତ ଶପଥ ପାଠ କାର୍ଯ୍ୟକ୍ରମ ରେ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀମାନ ନରେନ୍ଦ୍ର ମୋଦି, ଶ୍ରୀଯୁକ୍ତ ଅମିତ ଶାହ ଙ୍କ ସହ କେନ୍ଦ୍ରର ବରିଷ୍ଠ ନେତା ମାନେ ଏହି ଶପଥ ପାଠ ଉତ୍ସବ ରେ ଯୋଗ ଦେବେ.

149
16262 views

Comment