logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମହାପ୍ରଭୁ ଶ୍ରୀ ଜଗତରନାଥ ଧାମ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମହାଶୟ ଶ୍ରୀ ଯୁକ୍ତ ମୋହନ ମାଝୀ ଙ୍କୁ ସର୍ବାସମିତି ଭାବେ ଚୟନ କରାଯାଇଛି 🙏🇮🇳❤️🪷

ମହାପ୍ରଭୁ ଶ୍ରୀ ଜଗତରନାଥ ଧାମ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ରୂପେ ଆଜି ମଙ୍ଗଳବାର 11 ଜୁନ 2024 ରେ କେଉଁଝର ଜିଲ୍ଲାର ବିଧାୟକ ଆଦରଣୀୟ After ଶ୍ରୀ ଯୁକ୍ତ ମୋହନ ମାଝୀ ଙ୍କୁ ଚୟନ କରା ଯାଇଛି ଏହି ପବିତ୍ର ଧାମ ର ସାଡେ ଚାରି କୋଟି ଓଡ଼ିଆ ଙ୍କ ସେବା କରିବା ପାଇଁ 🙏🙏🙏

124
6720 views

Comment