logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭୁବନ ହାଇସ୍କୁଲ ଖେଳ ପଡିଆରେ ଆନ୍ତ୍ରଜାତୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ଯୋଗ ଶିବିରରେ କାମାକ୍ଷା ନଗର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମହୋଦୟ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ କରିଥିଲେ, ଏହି ଆନ୍ତ୍ରଜାତୀୟ ଯୋଗ ଦିବସରେ ସ୍କୁଲ ର ଛାତ୍ର ଛାତ୍ରୀ ଓ ଓ଼ମଂ ଶାନ୍ତି ର ସଦସ୍ୟ ମାନେ ଉପସ୍ଥିତ ରହି ଯୋଗ କରି କିଭଳି ଭାବେ ଯୋଗ କରିବା ଦ୍ୱାରା ମଣିଷ ସମାଜ କିଭଳି ଭାବେ ଜଟିଳ ରୋଗରୁ ମୁକ୍ତି ପାଇବା ସହିତ ସୁସ୍ଥ ଜୀବନ ଯାପନ କରିପାରିବା ସେ ବିଷୟରେ ଆଲୋକ ପାତ କରାଯାଇଥିଲା l

Congratulations

149
685 views

Comment