logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

।। ଭଙ୍ଗା ମାଟି ଖପର ଘରେ ବିତୁଛି ଚାରି ଜୀବନ ଆବାସ ଯୋଜନା ସାତ ସପନ ।।

ସରକାର ସବକେ ସାତ ସବକା ବିକାଶ ବୋଲି ଯେଉଁ ବିକାଶ କରିଛି ଜଗ ମାଝୀଙ୍କ ପରିବାର ତାହା ନ କହିବା ଭଲ l ଏହି ପରିବାରରେ ଚାରି ଜଣ ଜଗ ମାଝୀ,ତାଙ୍କ ସ୍ତ୍ରୀ ସୁନା ମାଝୀ, ଝିଅ ଲଷ୍ମୀ ମାଝୀ, ପୁଅ କୃଷ୍ଣ ମାଝୀ ବସବାସ କରୁଥିବା ବେଳେ ଜଗ ମାଝୀ ଜଙ୍ଗଲ ର ଜାଳେଣି କାଠ ବିକ୍ରି କରି ଯାହା ରୋଜଗାର ମିଳେ ପରିବାର ପ୍ରତିପୋଷଣ କରିଥାନ୍ତି l କଣ କହୁଛନ୍ତି ଜଗ ମାଝୀ ଶୁଣିବା

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

152
5679 views

Comment