logo

ସ୍ୱରଚିତ କବିତା " ଅନ୍ତିମ ଆହ୍ବାନ " ର ଆବୃତ୍ତି ସ୍ଵୟଂ କବି ର କଣ୍ଠରେ ।

ମୋ ମତରେ କବିତା ର ବୈପ୍ଲବିକ ସ୍ଵର ସର୍ବକାଳେ ଶୋଷଣବାଦୀ ସ୍ଥିତାବସ୍ଥା ର ମୂଳୋତ୍ପାଟନ ପାଇଁ ସର୍ବଶ୍ରେଷ୍ଠ ଏବଂ ସର୍ବୋତ୍କୃଷ୍ଟ ଅସ୍ତ୍ର... କେବଳ ଦ୍ଵିତି ବ୍ରହ୍ମା ମାନେ ଏଥିପ୍ରତି ଯଥେଷ୍ଟ ସମର୍ପିତ ହୋଇ ପାରିଲେ ହେଲା... ଜୟ ମା ଭାରତୀ ।

30
6344 views