logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ରାମଚରିତ ମାନସ ରଚୟତା ତୁଳସି ଦାସଙ୍କ ଜୟନ୍ତି ପାଳନ*

ରାଉଲକେଲା ହନୁମାନ ବାଟିକା ସ୍ଥିତ ମାନସ ମନ୍ଦିରରେ ରାମଚରିତ ମାନସ ରଚୟିତା ତୁଳସି ଦାସଙ୍କ ର ଜନ୍ମତିଥି ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଲୌହ କାରଖାନାର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ଶ୍ରୀ ଅତନୁ ଭୌମିକ ଓ ସମ୍ମାନୀୟ ଅତିଥି ଦକ୍ଷିଣାଅଞ୍ଚଳ ପୋଲିସ D.I.G. ନୀତି ଶେଖର ଯୋଗ ଦେଇଥିଲେ। ମାନସ ପରିଷଦର ସଭାପତି ଶ୍ରୀୟାକନ୍ତ ସିଂ ଓ ସେକରେଟାରୀ ରଜ କୁମାର ଶୁକ୍ଳା ଉପସ୍ଥିତ ଥିଲେ। ଏହି ମନ୍ଦିରଟି ୧୯୯୫ ରେ ଶୁଭଆରମ୍ଭ ହୋଇଥିଲା ଓ ଏହି ଉତ୍ସବ ପ୍ରିୟ ୨୦ ବର୍ଷ ହେଲାଣି ପାଳନ କରା ଯାଉ ଅଛି। ଏହି ସଂସ୍ଥା ତରଫରୁ କିଛି ବ୍ୟକ୍ତିଙ୍କୁ ମାନସ ରତ୍ନରେ ସମ୍ମାନିତ କରାଯାଇଥିଲା। ସେମାନେ ହେଲେ
୧) ଗୁରୁପ୍ରିୟା ପଣ୍ଡା
୨) କମେଶ୍ୱର୍ ତିୱାରୀ
୩) ସନ୍ଧ୍ୟା ସାହୁ
୪) ରାଜେଶ ଦ୍ୱିବେଦୀ

ଶେଷରେ ଭଗବାନଙ୍କ ଭଜନରେ ଭକ୍ତ ବନ୍ଧୁ ମାନେ ଝୁମି ଉଠିଥିଲେ। ମନ୍ଦିର ତରଫରୁ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

*ରାଉରକେଲାରୁ ସୁରଜିତ ନନ୍ଦଙ୍କ ରିପୋର୍ଟ*

148
5696 views

Comment