logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଡକ ଦୁର୍ଘଟଣାରେ ସାଇକେଲ ଓ ମୋଟର ସାଇକେଲ ଆରୋହୀ ଛାତ୍ର ଛାତ୍ରୀ ଗୁରୁତର

ଆଜି ସକାଳେ ଗୋଟିଏ ପିକ୍ ଅପ ଗାଡ଼ି ନୂଆପଡ଼ା ପଟୁ ଖରୀଆର ଯିବା ସମୟରେ ଭାରସାମ୍ୟ ହରାଇ ସାଇକେଲ ଓ ମଟର ସାଇକେଲ ଆରୋହୀ ଙ୍କୁ ଧକା ଦେଇଥିଲା ସେହି କାରଣରୁ ସମସ୍ତେ ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲ ଓ କୋମନା ମେଡିକାଲ ରେ ଭର୍ତ୍ତି ,ପୋଲିସ ପ୍ରଶାସନ ଆସି ତଦନ୍ତ କରୁଛନ୍ତି । ଗାଡ଼ି ବିହାର ରାଜ୍ୟ ର ସେଥିରେ ନୂଆ ସାଇକେଲ ମାନେ ଭର୍ତ୍ତି ଥିଲା ।

149
7828 views

Comment