logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାରତୀୟ ମାନବାଧିକାର ପରିଷଦ,ମୁମ୍ବାଇ ର ଓଡ଼ିଶା ରାଜ୍ୟ ସଭାପତି ଓ ନୂଆପଡ଼ା ଜିଲ୍ଲା HRC ଟିମ୍ ନୂଆପଡ଼ା ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

16.08.2024 ଶୁକ୍ରବାର ଦିନ ଭାରତୀୟ ମାନାବାଧିକାର ପରିଷଦ ମୁମ୍ବାଇ ର ଓଡ଼ିଶା ରାଜ୍ୟ ସଭାପତି ଓ ନୂଆପଡା ଜିଲ୍ଲା ର ଭାରତୀୟ ମାନବାଧିକାର ପରିଷଦ ସମସ୍ତ ସଦସ୍ୟ ନୂତନ ଭାବେ ଦାୟିତ୍ଵ ନେଇଥିବା ନୂଆପଡ଼ା ଜିଲ୍ଲା ର ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାସ ସାର୍ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ।ଏଥିରେ ନୂଆପଡ଼ା ଜିଲ୍ଲା ଭାରତୀୟ ମାନବାଧିକାର ପରିଷଦ ର ସଭାପତି ଶ୍ରୀ ରୋହିତ କୁମ୍ଭାର ,କୋମନା ବ୍ଲକ ଉପ ସଭାପତି ଗୋବିନ୍ଦ ଅହୀର୍,ସିନାପାଲି ବ୍ଲକ ସଭାପତି ଶ୍ରୀ ଧନୀରାମ ମାଝୀ,ବୋଡ଼େନ ବ୍ଲକ ସଭାପତି ଶ୍ରୀ ନରେଶ ରାଉତ,ସଦସ୍ୟ କାୟୁମ୍ ମହମ୍ମଦ,ବଳରାମ ମାଝୀ,ଭକ୍ତ ଚରଣ ନାଗ,ପବିତ୍ର ରାଉତ,ହେମନ୍ତ ବାଗ ,ନାରାୟଣ ମେହେର ଇତ୍ୟାଦି ଉପସ୍ଥିତ ଥିଲେ । ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ ସମସ୍ତ HRC Nuapada ଟିମ୍ କୁ ଆଶ୍ଵାସନା ଦେଲେ କି ଯାହା ବି ସାହାଯ୍ୟ ସହଯୋଗ ହେବ ଆପଣଙ୍କ ସାଙ୍ଗେ ସର୍ବଦା ମୁଁ ରହିବି ଓ ସିଧା ସଳଖ ମୋ ସାଙ୍ଗେ ଚର୍ଚ୍ଚା କରିବେ ବୋଲି କହି ସମସ୍ତଙ୍କୁ ଧନ୍ୟବାଦ୍ ଦେଲେ ।

183
9796 views

Comment