logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରେ Govt Scheme ରେ 90,000 ଟଙ୍କା ଦିଆ ହୋଇଛି ଚିଠି ରେ ଉଲ୍ଲେଖ କରାଯାଇଛି, କିନ୍ତୁ ହିତାକାରୀ କିଛି ଟଙ୍କା ପହିନାହାନ୍ତି...

ଏ ହେଉଛନ୍ତି ତିଳକଣା ଗ୍ରାମ ପଞ୍ଚାୟତର ଦେମାଣ୍ଡୋ ଗ୍ରାମର ଲକ୍ଷ୍ମୀ ପ୍ରିୟା ସେଠୀଙ୍କ ମା ଙ୍କର ଦୃଶ୍ୟ : ସରକାର କେତେ ବିକାଶ କରିଛନ୍ତି ଟିକେ ନଜର ପକାନ୍ତୁ 👆👆👆👆👆👆👆

ଜନ ସାଧାରଣଙ୍କ ଦୁଃଖ ପ୍ରତି ନଜର ନାହିଁ ହେଲେ ରାଜନୈତିକ କ୍ଷେତ୍ରରେ ନିଜକୁ ତୁଙ୍ଗ କହିଲେ କଣ ହେବ :: ଏ ମାଉସୀଙ୍କ ଖବର ପ୍ରସାରଣ ହେଲା ହେଲେ ବିଧାୟକ ଙ୍କ ନିଦ ଭାଙ୍ଗୁନି କି ଲୋକଙ୍କ ପାଖରେ ଛିଡ଼ା ହେବାର ନଜିର ନାହିଁ 🤣🤣

148
2046 views

Comment