logo

ଆଉ ଗରିବ ରହିବନି ଦେଶର କୃଷକ ! ଦୀପାବଳି ପୂର୍ବରୁ କେନ୍ଦ୍ରସରକାରଙ୍କ ବଡ ଧମାକା, ଖର୍ଚ୍ଚ କରିବେ ଏତେ କୋଟି...

ମୋଦି ସରକାର କହିଛନ୍ତି ଯେ, ଏହି ସବୁ ଯୋଜନାକୁ କାର୍ଯ୍ୟକାରୀ କଲା ପରେ ଦେଶର କୋଟି କୋଟି କୃଷକ ଲାଭାନ୍ୱିତ ହେବେ ଓ ସେମାନେ ଆଉ ଗରିବ ରହିବେ ନାହିଁ ।

Diwali Gift for Farmers: କେନ୍ଦ୍ରର ମୋଦି ସରକାର ଦୀପାବଳି ପୂର୍ବରୁ କୃଷକମାନଙ୍କୁ ବଡ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ କ୍ଯାବିନେଟ ବୈଠକରେ ବଡଧରଣର ନିଷ୍ପତ୍ତି ନିଆଯାଇଛି କୃଷକଙ୍କ ସାମାଜିକ କଲ୍ଯାଣକୁ ଆଖି ଆଗରେ ରଖି ।Diwali Gift for Farmers: କ୍ଯାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାକୁ ସବୁଜ ସଂକେତ ପ୍ରଦାନ କରିଛନ୍ତି । ଏହି ଯୋଜନାର ଉଦ୍ଦେଶ୍ଯ କୃଷକମାନଙ୍କ ସାମାଜିକ ତଥା ଆର୍ଥିକସ୍ତରକୁ ସଶକ୍ତ କରିବା ।Diwali Gift for Farmers: ମୋଦି ସରକାର ଏହି ମହତ୍ୱାକାଂକ୍ଷୀ ଯୋଜନାକୁ କୃଷକମାନଙ୍କୁ ସମର୍ପି ଦେବା ପାଇଁ ପ୍ରାୟ ୧୩୨୧ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣା ପଡିଛି । ଯାହାର ସିଧାସଳଖ ଲାଭ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକମାନେ ପା

0
4 views