logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ଜନ ନାୟକ ସହିଦ୍ ଶିରୋମଣି ଭଗବାନ୍ ଶ୍ରୀ ବିର୍ସା ମୁଣ୍ଡା ଙ୍କ 149 ତମ ଜୟନ୍ତୀ ପାଳନ

ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମ ରେ କଳାହାଣ୍ଡି ଜିଲ୍ଲା ମୁଣ୍ଡା ସମାଜ ପକ୍ଷରୁ ସଂଗ୍ରାମୀ ସହିଦ୍ ଶିରୋମଣି ଭଗବାନ୍ ଶ୍ରୀ ବିର୍ସା ମୁଣ୍ଡା ଙ୍କ 149 ତମ ଜୟନ୍ତୀ ପାଳନ କରାଯାଇଛି
ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଆଦିବାସୀ ଜିଲ୍ଲା ସଭାପତି ଶ୍ରୀ ପ୍ରକାଶ ମାଝୀ ଯୋଗ ଦେଇ ବିର୍ସା ମୁଣ୍ଡା ଙ୍କ ଫଟୋ ରେ ମାଲ୍ୟାର୍ପଣ କରିଥିଲେ

173
7311 views

Comment