logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଂଝାରପୁର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଆଜି ଦିବା 11ଘଟିକା ସମୟରେ ବିଂଝାରପୁର ବ୍ଲକ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟରେ ବ୍ରଜସୁନ୍ଦର ଜୁନିଅର କଲେଜ ସୟଦ ପୁର ରେ ଥିବା ବିଭିର୍ଣ୍ଣ ସମସ୍ୟା ଓ କମିଟି ନିମନ୍ତେ ଅଭିଯୋଗ କଲେ ଓ ଡିଉଟି ଆସି କଲେଜ ରେ ନରହି ଗାଁ ରେ ବୁଲି ରାଜନୀତି କରୁଛନ୍ତି କହିଲେ ଓଲଟା ଧମକ ମଧ୍ୟ୍ୟ ଦିଆ ଯାଉଛି

258
15347 views

Comment