logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଘଣ୍ଟିଆଳି କାର୍ଯ୍ୟଳୟ ରେ ମିଶ୍ରଣ ପର୍ବ ନିମନ୍ତେ ଆଲୋଚନା

ବିଂଝାରପୁର ନିର୍ବାଚନ ମଣ୍ଡଳୀ ଘଣ୍ଟିଆଳି କାର୍ଯ୍ୟଳୟରେ ମିଶ୍ରଣ ପର୍ବ ନିମନ୍ତେ ବହୁ ପଞ୍ଚୟତ ରୁ କାର୍ଯ୍ୟ କର୍ତା ମାନଙ୍କୁ ଡକାଯାଇଥିଲା ବିଭିର୍ଣ୍ଣ ପ୍ରକାରର ସମସ୍ୟକୁ ନେଇ ମଧ୍ୟ୍ୟ ଆଲୋଚନା ହେଲା ଓ ମିଶ୍ରଣ ପର୍ବ କିପରିଭାବେ ସୁରୁଖୁରୁରେ ହୋଇ ପାରିବ ଆଲୋଚନା ହେଲା ଓ ଦାୟିତ୍ୱ ମଧ୍ୟ୍ୟ କର୍ମ କର୍ତା ମାନଙ୍କ ମଧ୍ୟରେ ବଣ୍ଟନ କରାଗଲା

242
16691 views

Comment