ମନ ଲାଗିଲା ନାହିଁ ଆଉ ଅଭିନୟ ରେ ମମତା ଙ୍କ,,,,,ହେଲେ ସାଧବି
ମମତା କୁଲକର୍ଣି ଆଗ ଧାଡ଼ି ରେ ଅଭିନୟ କରିବା ,ରୁ ସନ୍ନ୍ୟାସ ନେଇ କିଛି ନୂଆ ଆଶାରେ ଆଉ ଏକ ଚରିତ୍ର ରେ ଅଭିନୟ କରିବା ଆରମ୍ଭ କରିଦେଇଛନ୍ତି,ସେହି ମାର୍ଗ ରେ କେତେ ଦୂର ଆଗକୁ ଯିବେ ସମୟ କହିବ ।ଆମେ ତାଙ୍କ ର ଏହି ଅଭିଯାନ ରେ ତାଙ୍କୁ ଅଭିନନ୍ଦନ ଦେବା ସହ ଆଉ କଣ କରିବା।।।।