ଚାଲିଗଲା ଜୀବନ,ସଡ଼କ ଦୁର୍ଘଟଣା ରେ
ଆଜି ଭୋର୍ ରୁ ହିଞ୍ଜିଳି କାଟୁ ,ରେ ଗୋଟେ ଦୁଃଖ ଖବର ,ରାଜା ତୋଟା ସାହି ର 62 ବର୍ଷର ଶ୍ରୀ ଅଭିମନ୍ୟୁ ପୃଷ୍ଟି ଙ୍କ ମୃତ୍ୟ ହୋଇଛି,।ଏଥି ପାଇଁ ଦାୟୀ କାହାକୁ କରିବା ,ନା ଭାଗ୍ୟ କୁ ଆଦରି ଚୁପ୍ ରହିବା, ।ନା ଜାଗ୍ରତ ହୋଇ ଆଗକୁ ଯେମିତି ଏପରି ପରିସ୍ଥିତି ନ ହେଉ ସଜାଗ ହେବା ।