logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଙ୍ଘାଲିଙ୍ଗା ପଞ୍ଚଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସମରଖାଇ ଗ୍ରାମ ରେ ଜଙ୍ଘାଲିଙ୍ଗା ପଞ୍ଚଦିବସିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନରେ ପୁଇପାଣି ଏବଂ ବିଜୟନଗର ମଧ୍ୟରେ ମ୍ଯାଚ ହୋଇଥିଲା।
ଏହି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ଯୁବ ନେତା ଦିଲ୍ଲୀପ କୁମାର ବେହେରା ( ଗଜା ଭାଇ ) ଏବଂ ସନମାନୀୟ ଅତିଥି ଭାବ ରେ ଶିକ୍ଷାବିତ କମଳ ଲୋଚନ ମହାପାତ୍ର, ସୁଦାମ ଚରଣ ବିଶ୍ୱାଳ ଏବଂ ବଳମ ଗ୍ରାମ ର ସ୍ଵେଛାସେବୀ ବାବୁଲି ଦୀପ ଉପସ୍ଥିତ ରହିଥିଲେ।

ଆଜିର ମ୍ଯାଚ କୁ ପରିଚାଳନା କରିଥିଲେ ଦୁଇ ଅମ୍ପାୟାର ଦ୍ବୟ ବିକାଶ କୁମାର ସାହୁ, ଅନିଲ କୁମାର ସାହୁ ଏବଂ ଭାଷ୍ଯକାର.. କୃଷ୍ଣ ଭାଇ ଉପସ୍ଥିତ ରହିଥିଲେ।

ଜଙ୍ଘାଲିଙ୍ଗା କମିଟି ର ଶ୍ରବଣ କୁମାର, କେଦାର ସେଠ, ମନୋଜେ ବିଶ୍ଵାଳ, ସୁନୀଲ, ଦିବ୍ୟ, ବିଶ୍ୱଜିତ, ସୁମନ, ବଣ୍ଟି, ନେପାଳ ଉପସ୍ଥିତ ରହି ଖେଳ କୁ ସୂଚରୁ ରୂପେ ତୁଲାଇ ଥିଲେ।

187
12517 views

Comment