ପୁରୀ ରେ ବଢ଼ି ଚାଲିଛି ନିଶା କାରବାର. ପୋଲିସ ପାଖରେ ଖବର ନାହିଁ ।
ତୋର ଶରଧା ବାଲି ମନ ଝୁରେ ମୋ ଖାଲି ,ତୋ ମୋହଦଧି ର ସ୍ନାନ ଦିଏ ପରା କୋଟି ଏ ପୂଣ୍ୟ ଦେଲେ ତୋର ନିର୍ମାଲ୍ୟ ପାଇ,ମୋହ ମାୟା ସଂସାର କୁୁୁ ଭୁଲି ଯାଏ ରେ ମୁହିଁ।🙏🙏🙏 ଜୟ ଜଗନ୍ନାଥ🙏🙏🙏