logo

ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇପଡ଼ିଛି ଦୁଇ ଦିନ ରେ ଦୁଇଟା ମୁଣ୍ଡ ଗଡ଼ିଲାଣି

କବିସୂର୍ଯ୍ୟନଗର,): ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅଶାନ୍ତ ହୋଇପଡ଼ିଛି । କବିସୂର୍ଯ୍ୟନଗର ଥାନା ପଥରପଲ୍ଲୀ ଗାଁର ମୁଖ୍ୟ ରାସ୍ତାରେ ଦୁର୍ବୃତ୍ତ ଦୂର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣାଶୁଣା ବିଜେପି କର୍ମୀ ଲକ୍ଷ୍ମୀ ନାରାୟଣ ଋଣ ପାଇକରାୟ ଓରୀ ଓରଫ କୁନା(୫୨)ଙ୍କ ମୃତ୍ୟୁ ଘଟିଛି। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତ ତାଙ୍କ ଉପ ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଗତକାଲି ଜଣେ ଯୁବକଙ୍କୁ ନିର୍ମମ ଭାବେ ହ କରାଯିବାର ୪୮ଘଣ୍ଟା ନ ପୂରୁଣୁ ଆଜି ପୁଣି ଏକ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଭୟର ର ବାତାବରଣ ଲକ୍ଷ୍ମୀନାରାୟଣଙ୍କ ନାମରେ ଜିଲା ତଥା ଜିଲା ବାହାରର ବିଭିନ୍ନ ନ୍ନ ଥାନାରେ ଆପରାଧୂକ ମାମଲା ଥୂବାବେଳେ କବିସୂର୍ଯ୍ୟନଗର ବିଧାୟକଙ୍କ ସେ ଥିଲେ ଦୃଢ ସମର୍ଥକ । ସେ କ କବିସୂର୍ଯ୍ୟନଗର ଗର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଠିକା କାର୍ଯ୍ୟ କରୁଥିଲେ। ତେବେ ดิง ଏବଂ କାହିଁକି ତାଙ୍କୁ ଗୁଳିମାଡ଼ କରି ହତ୍ୟା କଲା ତାହା ସ୍ପଷ୍ଟ ହୋଇପାରି

କବିସୂର୍ଯ୍ୟନଗର ଆଠଗଡ଼ପାଟଣା ଗ୍ରାମର ବରିଷ୍ଠ ବିଜେପି କର୍ମୀ ଲକ୍ଷ୍ମୀ ନାରାୟଣ ପଥରାପଲ୍ଲୀଠାରେ କଲଭର୍ଟ କାମ ଦାୟିତ୍ବ ନେଇଥିଲେ। ଆଜି କଲଭର୍ଟ କାମ । ଚାଲିଥିବାବେଳେ ସକାଳ ୯ଟା ସମୟରେ ତିନିଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି କାମର ଭିଡିଓ କରିଥିଲେ । ପରେ ଏହି କାମ କରୁଥିବା ଠିକାଦାରଙ୍କୁ ସେଠାକୁ ଡାକିବାକୁ ଶ୍ରମିକମାନଙ୍କୁ କହିଥିଲେ ଠିକାଦାର ଗାଡ଼ିରୁ ଓହ୍ଲାଇବା ପୂର୍ବରୁ ତାଙ୍କ ଉପରକୁ ଅତି ନିକଟରୁ ଗୁଳି ଚଳାଇଥିଲେ। ଗୁଳିଟି ଲକ୍ଷ୍ମୀନାରାୟଣଙ୍କ କପାଳରେ ବାଜିଥିଲା । ଘଟଣାସ୍ଥଳରେ ହିଁ ସେ ଟଳିପଡ଼ିଥିଲେ । ଗୁଳିମାଡ଼ ପରେ ଦୁର୍ବୃତ୍ତମାନେ ତତ୍‌କ୍ଷଣାତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲକ୍ଷ୍ମୀନାରାୟଣଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତଦନ୍ତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୩ ଦିନ ମଧ୍ଯରେ ନିର୍ବାଚନ ମଣ୍ଡ ଣ୍ଡଳୀରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଏ ଅଞ୍ଚଳରେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା ସ୍ପଷ୍ଟ ସୂଚନା ଦେଉଛି। ବିଧାୟକ ପ୍ରତାପ ନାୟକ ସମେତ କୋଦଳା । ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ ବିଜେପି ନେତା ସୀତାରାମ ଚୌଧୁରୀ, ରାମପ୍ରସାଦ ମହାରଣା ସମେତ ବହୁ ବିଜେପି ନେତା ଡାକ୍ତରଖାନାରେ ପହଞ୍ଚିଥିଲେ । ହତ୍ୟା ମାମଲାର ପାଇଁ ପୁରୁଷୋତ୍ତମପୁର ଏସଡିପିଓ ଏବଂ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଛି। ଏହି ହତ୍ୟାକାଣ୍ଡରେ ଜଡିତ ଥିବା ଲୋକକୁ ତୁରନ୍ତ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍‌ପି କହିଛନ୍ତି । କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ନାୟକ ଘଟଣାସ୍ଥଳ ପରିଦର୍ଶନ କରିବା ସହ, ହତ୍ୟାକାଣ୍ଡ ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛନ୍ତି। ତେ ତେବେ ଘଟଣା ନେଇ ମୃତକଙ୍କ ପରିବାରବର୍ଗ ମୁହଁ ଖୋଲୁନାହ ନାହାନ୍ତି ।

5
560 views