Maa tara tarini Temple ganjam Orissa ( Berhampur Devi temple) shakti peeth
ସ୍ଥାନ: ବ୍ରହ୍ମପୁର ସହର, ଗଂଜାମ ଜିଲ୍ଲା (ଓଡ଼ିଶା)
ତାରାତାରିଣୀ ମନ୍ଦିର ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ହିନ୍ଦୁ ଧର୍ମର ଶକ୍ତି-ସ୍ୱରୂପିଣୀ ଦେବୀ, ପୂର୍ଣ୍ଣେଶ୍ୱରୀ ମା' ତାରାତାରିଣୀଙ୍କ ଶକ୍ତିପୀଠ । ଆମ ଦେଶରେ ଥିବା ବିଭିନ୍ନ ୫୧ ଶକ୍ତିପୀଠ ମଧ୍ୟରେ ଏହା ଅନ୍ୟତମ ଅଟେ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ମାନସିକ ପୁର୍ଣ କରୁଥିବା ଏହି ପୀଠର ମହିମା ଯୋଗୁଁ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଥିବା ସବୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା'ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି
ଆଦିଶକ୍ତି ମା‘ ତାରା ତାରିଣୀ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ
ପୂର୍ଣ୍ଣଗିରି ବାସିନୀ ଆଦିଶକ୍ତି ମା‘ ତାରା ତାରିଣୀ ଙ୍କ ଦିବ୍ୟ ଦର୍ଶନ
Jay Maa Tara Tarini
Location: Temple Road Dt, near Rushikulya River, Raipur, Purusottampur, Odisha 761018