logo

BD.pur village in gallery danda Kali Puja Ganjam

୧୦/୦୪/୨୦୨୫, ଗୁରୁ ବାର
ବିଦ୍ୟାଧର ଗୌଡ ତରଫ ବି.ଡି ପୁର ଗଞ୍ଜାମ ଗାଲେରୀ ଦଣ୍ଡ କାଳୀ ପୂଜା

ଗାଲେରୀ ମା କାଳୀ ଦଣ୍ଡରେ ୮୦୦ ଦଣ୍ଡୁଆ

ଖଣ୍ଡା ଖର୍ପ ର ଧାରିଣୀ ସର୍ବ ଶତ୍ରୁ ବିନାଶିନୀ
ଶୁଣ ମା ମୋର ଗୁହାରି ଘେନ ମୋର ନିବେଦନ
ଭାସିଗଲି ଭବ ଜଳେ ରଖ ମା ଧରି କୋଳେ
ତୋ ପୁତ୍ରକୁ ରକ୍ଷା କର ମା ଅଭୟ ବର କୁ ଦେଇ ଦୟାକର ଦୟା ମୟୀ ରଖ ପଣତ ଘୋଡାଇ

5
57 views