BD.pur village in gallery danda Kali Puja Ganjam
୧୦/୦୪/୨୦୨୫, ଗୁରୁ ବାରବିଦ୍ୟାଧର ଗୌଡ ତରଫ ବି.ଡି ପୁର ଗଞ୍ଜାମ ଗାଲେରୀ ଦଣ୍ଡ କାଳୀ ପୂଜା ଗାଲେରୀ ମା କାଳୀ ଦଣ୍ଡରେ ୮୦୦ ଦଣ୍ଡୁଆଖଣ୍ଡା ଖର୍ପ ର ଧାରିଣୀ ସର୍ବ ଶତ୍ରୁ ବିନାଶିନୀଶୁଣ ମା ମୋର ଗୁହାରି ଘେନ ମୋର ନିବେଦନ ଭାସିଗଲି ଭବ ଜଳେ ରଖ ମା ଧରି କୋଳେ ତୋ ପୁତ୍ରକୁ ରକ୍ଷା କର ମା ଅଭୟ ବର କୁ ଦେଇ ଦୟାକର ଦୟା ମୟୀ ରଖ ପଣତ ଘୋଡାଇ