Panchabhuti panchudanda Maha milian in ganjam cultura traditional dance
ପଞ୍ଚୁ ସାହୁ ଙ୍କ ମାନସିକ ପୂର୍ଣ୍ଣ ହେବା ପରେ ଅନୁଷ୍ଠିତ ‘ପଞ୍ଚୁଦଣ୍ଡ ମହା ମିଳନ’ ଭକ୍ତି, ଭାବନା ଓ ଶ୍ରଦ୍ଧାର ଅଦ୍ଭୁତ ସମାଗମ। ମା କାଳୀଙ୍କ ଚରଣ ତଳେ ଏକ ଅନନ୍ୟ ଦୃଶ୍ୟ ଓ ଧାର୍ମିକ ଉତ୍ସବର ଅନୁଭୂତି। ଏହି ମିଳନ ମାଧ୍ୟମରେ ଦେଖାଯାଉଛି କିପରି ଏକ ମାନସିକ ପୂରଣ ପରେ ଭକ୍ତଙ୍କ ଜୀବନରେ ଆସେ ଶାନ୍ତି ଓ ଅନୁଗ୍ରହପଞ୍ଚଭୂତି ଗ୍ରାମରେ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ‘ପଞ୍ଚୁ ଦଣ୍ଡ କାଳୀ ପୂଜା’ ମା କାଳୀଙ୍କ ଅଦ୍ଭୁତ ରୂପ, ଭକ୍ତମାନଙ୍କର ଶ୍ରଦ୍ଧା ଓ ଭକ୍ତି, ନିଷ୍ଟାରେ ହେଉଥିବା ଅନୁଷ୍ଠାନ ଆପଣଙ୍କୁ ଆନ୍ତରିକ ଭାବରେ ସ୍ଵାଗତ Village:Panchabhuti Block: Jagannath prasad District: ganjam Orissa (bhanjanagar)