logo

ଆଜି ବିଶ୍ୱ ପ୍ରେସ ସ୍ବାଧିନତା ଦିବସ । ଏହି ଦିନ ଟିକୁ ପାଳନ କରୁଛି ସମଗ୍ର ବିଶ୍ଵ ।

ବିଶ୍ଵ ପ୍ରେସ ସ୍ବାଧିନତା ଦିବସ ଅବସର ରେ ଆଈମା ମିଡ଼ିଆ ତରଫରୁ ସମଗ୍ର ପ୍ରେସ ଓ ମିଡ଼ିଆ ସାମ୍ବାଦିକ ବନ୍ଧୁ ମାନଙ୍କ ପ୍ରତି ଗଭୀର ସମ୍ମାନ ଓ ଏକତା ପ୍ରକାଶ କରୁ ଅଛୁ। ପ୍ରେସ ଏବଂ ସାମ୍ବାଦିକତା ଗୋଟାଏ ସଜାଗ ଓ ଜନତନ୍ତ୍ରତ୍ମକ ସମାଜ ର ମୂଳ ଆଧାର। ଏହା ଦ୍ବାର ଲୋକେ ସଚେତନ ହୁଅନ୍ତି, ଶାସନ ଓ ପ୍ରଶାସନ ଉପରେ ନିୟନ୍ତ୍ରଣ ରହିଥାଏ। ଏବଂ ଲୋକତନ୍ତ୍ର ଶକ୍ତି ଓ ଶକ୍ତିଶାଳୀ ହୋଇ ଥାଏ। ଏହି ଦିନ ଟିରେ ଆମେ ସାମ୍ବାଦିକ ମାନଂକ ଅଧିକାର ଓ ମତ ପ୍ରକାଶ ର ସ୍ବାଧିନତା କୁ ସୁରକ୍ଷିତ କରିବା ପ୍ରତି ପୁନଃ ନିବେଦନ କରୁ ଅଛୁ। ବର୍ତ୍ତମାନ ସମୟ ରେ ଯେଁଉଠି ଭ୍ରମ ତଥ୍ୟ ଓ ସାମ୍ବାଦିକ ଙ୍କ ଉପରେ ହୁଁ କାର ଦିଆ ଯାଉଛି ସେଠି ସତ୍ୟ, ସାହସ ଓ ନିଷ୍ଠାର ସହିତ ସାମ୍ବାଦିକତା ଏକାନ୍ତ ଆବଶ୍ୟକ। ସରକାର, ନାଗରିକ ସମାଜ ଓ ଜନ ସାଧାରଣ ସମସ୍ତ ଙ୍କୁ ଆମେ ଆହ୍ବାନ କରୁଛୁ ଯେ ସ୍ଵାଧୀନ ଏବଂ ନିର୍ଭୟ ପ୍ରେସ ପାଇ ଏକ ସୁରକ୍ଷିତ ପରିବେଶ ସୃଷ୍ଠି କରାଇବାରେ ସାମୂହିକ ଭାଗୀଦାର ହେଉ।
ମନେ ରଖିବା ଉଚିତ୍ ଯେ ଯେଁଉଠି ପ୍ରେସ ଏବଂ ସାମ୍ବାଦିକତା ର ସ୍ଵାଧୀନ ଥିବ ସେଠି ସମାଜ ଉନ୍ନତି କରିଥାଏ ଅପର ପକ୍ଷରେ ଯେଁଉଠି ପ୍ରେସ ଓ ସାମ୍ବାଦିକତା କୁ ନୀରବ କରାଯଏ ସେଠି ଜନମତ ହାରି ଯାଇ ଥାଏ।

0
178 views