ମଦ ନେଲା ୩ ଜୀବନ । ମଣିଷ ବଞ୍ଚିବ ତ କେମିତି ବଞ୍ଚିବ ! ?..….
ମଦମୁକ୍ତି ଓଡ଼ିଶା/ମଦମୁକ୍ତି ଯୁବବାହିନୀ ୧୪/୦୫ ମୁଖ୍ୟମନ୍ତ୍ରୀ ବାବୁ ଦେଖନ୍ତୁ ସେପଟେ ଆତଙ୍କବାଦୀ ନୀରିହ ମାରୁଛି ଏପଟେ ସରକାରୀ ମଦ ନୀରିହଙ୍କୁ ମିଳୁଛି ।
ଯଦି ସରକାର ଭଲ କରିକି କହିବେ ଆମେ ଭଲ କରିଛୁ। ତା ହେଲେ #ସରକାର_ମଦ ଦେଇ ପରିବାର ନଷ୍ଟ କଲେ କାହିଁକି କହିବେ ନାହିଁ ଆମ ପାଇଁ ପରିବାର ନଷ୍ଟ ହେଲେ ବୋଲି ।
ସେଇଥି ପାଇଁ #ସ୍ଵାଭିମାନୀ_ଯୁବକ ସ୍ଵର ଶାଣିତ କର ଆଉ ସରକାର ଙ୍କୁ ପ୍ରଶ୍ନ କର !!!
#ମଦମୁକ୍ତ_ଓଡ଼ିଶା ଗଠନ କର
#ମଦମୁକ୍ତି_ଓଡିଶା ଗଠନ କରିବା ପାଇଁ।
👇👇👇
ଆସନ୍ତୁ ଏକାଠି ହେବା ।
#ମୁଦମୁକ୍ତି_ଯୁବବାହିନୀ ସହିତ ଯୋଡ଼ି ହେବା ପାଇଁ #7978954327ନଂରେ "MMYB" ଲେଖି ହ୍ବାଟସଆପ ବା ଫୋନ କରନ୍ତୁ।