logo

Pride of odisha 200 hours drive aeroplane by idiya girl

*ପୂରଣ ହେଲା ସ୍ୱପ୍ନ; କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ*

କମର୍ସିଆଲ ପାଇଲଟ୍ ହେଲେ ଓଡ଼ିଆ ଝିଅ। ଗାଁ ମାଟିରୁ ବଢ଼ି ହାସଲ କଲେ ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ଯେ ସଫଳତା ପାଇବାର ଗୋଟିଏ ମାତ୍ର ଚାବିକାଠି, ଏହାକୁ ପ୍ରମାଣିତ କରିଛନ୍ତି ନରସିଂହପୁରର ଝିଅ ସୋନାଲିକା ମିଶ୍ର। DGCA ଦ୍ୱାରା ଗଠିତ ସମସ୍ତ ପ୍ରକାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସୋନାଲି।

*📖 ଏହି ପ୍ରେରଣାଦାୟି ଗଳ୍ପ ପଢନ୍ତୁ:*
🔗 https://otvkhabar.in/news/odisha/sonalika-mishra-achieved-her-dream-of-becoming-a-commercial-pilo/149718

*📊 ଆପଣଙ୍କ ମତ:*
👍 ଆମ ଯୁବପିଢି ପାଇଁ ପ୍ରେରଣା
🙌 ସ୍ଥାନୀୟ ମାନ୍ୟତା ଆଉ ବେଶି ମିଳିବା ଉଚିତ୍

*ଅପଡେଟ୍ ପାଇଁ ଫଲୋ କରନ୍ତୁ ଏବଂ ବେଲ୍ ଆଇକନ୍ 🔔 ଦବାନ୍ତୁ!* *💬ପୋଷ୍ଟ ଟି ଶେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ!*

7
1786 views