logo

ଆସନ୍ତା 20 ତାରିଖ ରେ ଓଡ଼ିଶା ଗ୍ରସ୍ତ ରେ ଆସୁଛନ୍ତି ପ୍ରଧାନ ମନ୍ତ୍ରୀ ମୋଦୀ।

ଭୁବନେଶ୍ୱର/19/06//2025 କାଲି ଅର୍ଥାତ 20.06.25 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଓଡ଼ିଶା ଗ୍ରସ୍ତ କାର୍ଯ୍ୟ କ୍ରମ ରହିଛି। ଏହି ଗ୍ରସ୍ତ ଅବସର ରେ ପ୍ରଧାନମନ୍ତ୍ରୀ ଏକାଧିକ କାର୍ଯକ୍ରମ ରେ ଯୋଗଦେବେ। ଏକ ରୋଡ ଶୋ ପରେ ଭୁବନେଶ୍ୱର ଜନତା ମଇଦାନ ରେ ଜନ ସଭା କୁ ସମ୍ବୋଧିତ କରିବେ। ଏହି ପରୀପେଖି ରେ ଓଡ଼ିଶା ରୁ କୋଣ ଅନୁକୋଣରୁ ଲୋକ ଆସିବା ସମ୍ଭାବିତ ଭିଡ ଆଶଙ୍କା ଥିବା ଯୋଗୁଁ ରାଜ୍ୟ ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆସନ୍ତା 20.06.2025ତାରିଖ ଦିନ ଭୁବନେଶ୍ଵର ଏବଂ କଟକ ମହାନିଗମ ଅଂଚଳ ରେ ଥିବା ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତି ନେଇ ଥିବା ବିଶ୍ଵସ୍ତ ସୁତ୍ର ରୁ ପ୍ରକାଶ।
ରିପୋର୍ଟ୍:AIMA MEDIA

1
121 views