logo

ଚୀର୍କା ଗ୍ରାମର ଉଲ୍ଲାସ ମାଝିଙ୍କୁ ବିଧବା ଭତ୍ତା ମିଳିବ କେବେ?

ସରକାର ଗରିବ ହିତାଧିକାରୀ ମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଛନ୍ତି କିନ୍ତୁ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ବିଳମ୍ବ କରୁଛନ୍ତି ସରକାରୀ ବାବୁମାନେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଜୟପାଟଣା ବ୍ଲକ ର ଜୟପାଟଣା ଗ୍ରାମର ଚିର୍କା ଗ୍ରାମଠାରେ ଉଲ୍ଲାସ ମାଝୀ ଯାହାଙ୍କ ସ୍ଵାମୀ ମୃତ୍ୟୁ ବରଣ କରି 1ବର୍ଷ ବିତି ଯାଇଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି ବାରମ୍ବାର ବ୍ଲକ ପଞ୍ଚାୟତ କୁ ଦୌଡ଼ି ଦୌଡ଼ି ହତାଶ ହୋଇପଡି ଛନ୍ତି ଏଥିରୁ ଜଣା ପଡ଼େ ଯେ ସରକାରୀ ବାବୁ ମାନେ ନିଜ କାର୍ଯ୍ୟକୁ କେତେ ଅବହେଳା କରୁଛନ୍ତି କେବେ ପାଇବେ ଉଲ୍ଲାସ ମାଝୀ ବିଧବା ଭତ୍ତା ତାହା ଦେଖିବାକୁ ବାକି ରହିଲା

48
134 views