logo

ଆଜି ଭାରତ ବନ୍ଦ। ଡାକରା ଦେଇଛି ୧୦ଗୋଟି ଶ୍ରମିକ ସଂଘ ଓ ବାମ ପନ୍ଥି ଦଳ।

ଭୁବନେଶ୍ୱର:୦୯/୦୭/୨୫ ଆଜି ସର୍ଵ ଭାରତୀୟ ସ୍ତର ରେ ଭାରତ ବନ୍ଦ ଡ଼ାକରା ଦେଇଛି ଦଶ ଗୋଟି ଶ୍ରମିକ ସଂଘ ଓ ବାମପନ୍ଥୀ ଦଳ। ଆଖା ଚକ ବନ୍ଦ ରହିବ, ସମୟକ ଭାବେ ଜୀବନ ଯାତ୍ରା ଠପ୍ ହେବ। ଏହି ବନ୍ଦ ଡ଼ାକରା ରେ ସମିଲି ହେବେ ବ୍ୟାଙ୍କ, ବିମା କର୍ମ ଚାରୀ, ୧୦ଗୋଟି ଶ୍ରମିକ ସଂଘ, ପାଞ୍ଚ ଗୋଟି ବାମପନ୍ଥୀ ଦଳ ଏହି ଧର୍ମଘଟ ର ମଙ୍ଗ ସମ୍ଭାଳିବେ। ଦେଶ ରେ ବେକାରୀ ସମସ୍ୟା, ଦରଦାମ ବୃଦ୍ଧି, ଶ୍ରମିକ ଶୋଷଣ ନୀତି କୁ ତୀବ୍ର ବିରୋଧ କରୀ ଏହି ଡ଼ାକରା ଦେଇଛନ୍ତି। ଆଇନ୍ ଶୃଙ୍ଖଳା କୁ ଦୃଷ୍ଟି ରେ ରଖି କମିସନରେଟ ପୋଲିସ ପକ୍ଷରୁ ୧୦ପ୍ଲାଟୁନ ପୋଲିସ ଫୋର୍ସ କୁ ବିଭିନ୍ନ ଜାଗା ମାନଙ୍କ ରେ ମୁତୟନ କରାଯାଇ ଥିବାର ସୁଚନା ମିଳୁଛି।
ରିପୋର୍ଟ୍: କବିରାଜ ପାତ୍ର,AIMA MEDIA

12
2207 views