logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

ଗତ କାଲି ସକାଳ 10 ଟା ସମୟରେ ଚାରବାହାଲ ଦଳପତି ପଡା ଠାରେ ଦୁଇ ବାଇକ୍ OD08R1613 ଓ OD08P 9122 ମୁଁ ହା ମୁଁ ହଁ ଧକ୍କା ହୋଇଥିଲା , ,OD08R 1613 ରେ ସ୍ବାମୀ, ସ୍ତ୍ରୀ ଜୁନାଗଡ଼ ଯାଉଥିବା ସମୟରେ OD08P 9122 ସାମ୍ନା ପଟରୁ ଧକ୍କା ଦେବାରୁ 1613 ଗାଡ଼ି ଚାଲକ ଙ୍କୁ ମୁଣ୍ଡ ରେ ଗଭିର ଆଘାତ ହୋଇ ଥିଲା , ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ଼ ଡ଼ାକ୍ତରଖାନା କୁ ପଠାଇ ଦିଆଯାଇଥିଲା ।

122
8757 views

Comment