ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
ବଳଙ୍ଗା ଥାନା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣାରେ ଆକ୍ସନ୍ ମୋଡ଼ରେ ପୋଲିସ । ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ବଳଙ୍ଗା ଥାନା ପୋଲିସ । ପୂର୍ବରୁ ପୀଡ଼ିତାଙ୍କ ସାଙ୍ଗକୁ ଥାନାରେ ଜେରା ହୋଇଥିଲା ।