logo

ପୁରୀ ପୌରସଂସ୍ଥା ହେବ ନବକଳେବର ଓଡ଼ିଶାର ୬ଷ୍ଠତମ ମହାନଗର ନିଗମ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଙ୍କ ଘୋଷଣା.

ବିଶ୍ଵର ଭାଗ୍ୟବିଧାତା ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ର ରାଜ୍ୟର ସର୍ବବୃହତ ପୌରସଂସ୍ଥା କୁ ମହାନଗର ନିଗମରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା ପରଠୁ ରାଜ୍ୟ ନଗର ଉନ୍ନୟନ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ପାଇଁ ପୁରୀ ପୌରସଂସ୍ଥା ପ୍ରତି ବହୁ ଅବହେଳିତ ଅବସ୍ଥାରେ ରହିଛି, ବର୍ତ୍ତମାନ ଓଡିଶା ରେ ୫ଗୋଟି ମହାନଗର ନିଗମ ରହିଅଛି କଟକ,ଭୁବନେଶ୍ଵର,ବ୍ରହ୍ମପୁର,ରାଉରକେଲା,ସମ୍ବଲପୁର.ବିଳମ୍ବେ ହେଉ ପଛେ ୨୦୨୫ ରେ ପୁରୀ ମହାନଗର ନିଗମ ମାନ୍ୟତା ପାଇଲା.

2
71 views