logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଗଷ୍ଟ ୯ରେ ମିଳିବ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି: ପ୍ରଭାତୀ ପରିଡ଼ା (ଉପ ମୁଖ୍ୟମନ୍ତ୍ରୀ)

ଭୁବନେଶ୍ୱର:୨୭/୦୭: ଓଡ଼ିଶା ରେ ସୁଭଦ୍ରା ଯୋଜନା ର ତୃତୀୟ କିସ୍ତି ଆସନ୍ତା ଅଗଷ୍ଟ ୯ତାରିଖ ଦିନ ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ା।
ଆସନ୍ତା ୯ତାରିଖ ପବିତ୍ର ରାକ୍ଷୀ ପୂର୍ଣିମା ରେ ପଡୁଛି ଏହି ଦିନ ସମସ୍ତ ହିତାଧୀକାରୀ ବ୍ୟାଙ୍କ ଆକାଉଣ୍ଟ୍ ଯିବ ସୁଭଦ୍ରା ଯୋଜନା ର ପାଞ୍ଚ ହଜାର ଟଙ୍କା।
ଏହି ଅବସର ରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି କି ବିଭିନ୍ନ କାରଣ ରୁ ସହାୟତା ରାଶି ପାଇ ପାରି ନ ଥିବା ସୁଭଦ୍ରା ଭଉଣୀ ମାନଙ୍କ ଏକ ତାଲିକା କୁ ରିଭ୍ୟୁ କରାଯାଇ ଏ ଦିଗ ରେ ତୁରଣିତ୍ବ ପଦକ୍ଷେପ ନିଆଯିବ।
ସୂଚନା ଥାଉକି ସୁଭଦ୍ରା ଯୋଜନା ରେ ବର୍ଷ କୁ ୫ହଜାର ଲେଖାଏଁ ଦୁଇ ଥର କିସ୍ତି ରାଜ୍ୟ ସରକାର ସୁଭଦ୍ରା ହିତାଧୀକାରୀ ମାନଙ୍କ ବ୍ୟାଙ୍କ ଏକାଉଣ୍ଟ୍ କୁ ଦେଇ ଥାଆନ୍ତି, ଏଭଳି ଦଶ ଟି କିସ୍ତି ରେ ମୋଟ ୫୦ହଜାର ଟଙ୍କା ଦେବା ପାଇଁ ନିଷ୍ପତ୍ତି ନେଇ ଛନ୍ତି।
ରିପୋର୍ଟ୍: କବିରାଜ ପାତ୍ର,AIMA MEDIA

95
1822 views

Comment