logo

ଏବେ ଓଡ଼ିଆ ଲୋକ ମାନେ କହିବେ ଟାଟା ପାୱାର ଭଲ ନା ଖରାପ

କଣ ଆପଣ ଟାଟା ପାୱାର ଉପରେ ଖୁସି ଅଛନ୍ତି ? ଗୁଣବତ୍ତା ସେବା ପାଉଛନ୍ତି ? ବିଦ୍ୟୁତ୍ ଜନିତ ସମସ୍ୟା ତୁରନ୍ତି ସମାଧାନ ହେଉଛି ? ଅଫିସ୍ ରେ ଉତ୍ତମ ବ୍ୟବହାର ମିଳୁଛି ? ଯଦି ନା ତେବେ ଆପଣଙ୍କ ବହୁମୂଲ୍ୟ ମତାମତ OERC କୁ ମେଲ୍ oerc@odisha.gov.in

orierc@gmail.com ଅଥବା ଲିଖୂତ ଆକାର ରେ ଅଭିଯୋଗ ଜଣାଇବାକୁ ଅନୁରୋଧ କରିଛନ୍ତି କି

69
937 views