logo

ବଳଗାଁ ପୀଡ଼ିତା ଙ୍କ ଲିଭିଗଲା ଜୀବନ ଦୀପ ଲଢ଼େଇ କରି ଚିକିତ୍ସା ଅବସ୍ଥା ରେ ଶେଷରେ ଆଖିବୁଜିଲେ ଛାତ୍ରୀ

ବହୁ ଚର୍ଚ୍ଚିତ ବଳଗାଁ ଛାତ୍ରୀ ପୋଡି ମାମଲାରେ ପୀଡ଼ିତା ଦିଲ୍ଲୀ ଏମସ୍ ରେ କିଛି ଦିନ ଧରି ଚିକିତ୍ସାରେ ଥିଲେ, ଜୀବନ ଯୁଦ୍ଧ ରେ ଶେଷରେ ଆଜି ଅପରାହ୍ନରେ ଆଖିବୁଜିଲେ . ନ୍ୟାୟ ପାଇବା ନେଇ ଦେଖିଥିବା ସ୍ଵପ୍ନ ଅଧାରେ ରହିଗଲା, ଦୁଃଖଦଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି.

5
139 views