logo

ଦୁଇ ଛାତ୍ର ନଦୀ ରେ ବୁଡି ମୃତ୍ୟୁ।

ଭୁବନେଶ୍ବର: ଦୟାନଦୀରେ ୨ ଜଣ ଛାତ୍ର ବୁଡିଯାଇଛନ୍ତି ।ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଧଉଳି ଥାନା ନୂଆଗାଁ ଡାଲଖାଇ ଘାଟରେ ଗାଧାଉଥିବା ବେଳେ ଏହି ଦୁଇଜଣ ଛାତ୍ର ବୁଡିଯାଇଥିଲେ । ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟଜଣେ ଛାତ୍ର ନିଖୋଜ ଅଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଏହି ଦୁଇ ଜଣ ଛାତ୍ର ଏକ ଘରୋଇ ଶିକ୍ଷାନୁଷ୍ଠାନର ଅଷ୍ଟମ ଶ୍ରେଣୀର ସୂଚନା ମିଳିଛି ।

0
0 views