logo

ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ପାଳିତ l

ଅନୁଗୋଳ ( କରୁଣାକର ନାୟକ) ୧୬/୮:- ଆଠମଲ୍ଲିକ ଓକିଲସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟ ଠାରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପସଭାପତି ବିଦ୍ୟୁତ କୁମାର ପାଣିଗ୍ରାହୀ, ସମ୍ପାଦକ ଅର୍ଜୁନ ରାଉଳ, ସହ ସମ୍ପାଦକ ନୀଳାଞ୍ଚଳ ନାଏକ, ସରକାରୀ ଓକିଲ ଅନ୍ତର୍ଯ୍ୟାମୀ ରାଉଳ, ବିଜୟ କୁମାର ମହାକୁଡ଼,ଦୀନେଶ କୁମାର ସିଂହ, ରଞ୍ଜନ କୁମାର ବେହେରା,ବରିଷ୍ଠ ଆଇନଜୀବୀ ଜିତେନ୍ କୁମାର ମିଶ୍ର, ବାମନ କୁମାର ମିଶ୍ର, ସୁଧାଂଶୁ କୁମାର ଶତପଥି, ଭବାନୀ ପ୍ରସାଦ ଜ୍ୟୋତିଷରାୟ, ଅଲେଖ ଚନ୍ଦ୍ର କର୍ମୀ, ବିନାୟକ ଗୋଦୁକା,ରାଜେଶ କୁମାର ମିଶ୍ର,ସୁନୀଲ କୁମାର ଶାସନି, ଜିତେନ୍ଦ୍ର କୁମାର ମୁଖି, ନାରାୟଣ ଦାଶ, ପବିତ୍ର କୁମାର ସାହୁ,ବିବେକାନନ୍ଦ ବେହେରା,ପ୍ରଭାକର କଅଁର ପ୍ରମୁଖ ଉପସ୍ଥିତ ରହି ଜାତୀୟ ପତାକା କୁ ସମ୍ମାନ ଜଣାଇଥିଲେ l ପରେ କୁଳବୃଦ୍ଧ ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ସମସ୍ତେ ମାଲ୍ୟାର୍ପଣ କରିଥିଲେ l

310
8109 views