logo

ପୁଣି ନିଆଁ ଲଗାଇ ମୃତ୍ୟୁ

ଖୋର୍ଦ୍ଧା ,ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଞ୍ଚଳରେ ଗତକାଲି (ଶୁକ୍ରବାର) ଜଣେ ବ୍ୟକ୍ତି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରର ୯୫ ଭାଗ ଜଳି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର AIIMSରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ପ୍ରାୟ ୪ ଟାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ସେପଟେ ଜ୍ୟୋତିଙ୍କୁ ତାଙ୍କ ପରିବାର ଲୋକ (ସାବତ ମାଆ,ସାନଭାଇ) ଜାଳି ଦେଇଥିବା ଅଭିଯୋଗ ଆଣିଛନ୍ତି ଜ୍ୟୋତିଙ୍କ ପତ୍ନୀ ।

ମୃତକଙ୍କ ସମ୍ପର୍କୀୟ ଲିଙ୍ଗରାଜ ବେହେରା କହିଛନ୍ତି, "ଜମିବାଡି ବାବଦକୁ ନେଇ ଦୀର୍ଘ ବର୍ଷ ଧରି ଜ୍ୟୋତିଙ୍କୁ ଶାରୀରିକ ଓ ମାନସିକ ଭାବରେ ତାଙ୍କ ସାବତ ମାଆ ଓ ଭାଇ ନିର୍ଯାତନା ଦେଉଥିଲେ । ଜ୍ୟୋତି ରଞ୍ଜନଙ୍କ ବାପା 2 ବର୍ଷ ତଳୁ ସବୁ ସମ୍ପତ୍ତି ତାଙ୍କ ସାନ ପୁଅ ନାଁରେ କରିଦେଇଛନ୍ତି । ଘରେ ତାଙ୍କୁ କିଛି ଭାଗ ଦେଇ ନଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ ନେଇ ବାହାରେ ରହୁଥିଲେ । ତାଙ୍କ ପରିବାର ଲୋକ ଜ୍ୟୋତିଙ୍କୁ ନିଆଁ ଲଗାଇ ଜାଳିଦେଇ ମାରି ଦେଇଛନ୍ତି ।"

ନିଜକୁ ଜାଳିଦେଲେ :

1
12 views