logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ମହିଳାଙ୍କ ସନ୍ଦେହ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଶଶୁର ଘର ଲୋକେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକ।

ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ମହିଳାଙ୍କ ସନ୍ଦେହ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଶଶୁର ଘର ଲୋକେ ମହିଳାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପ ଘର ଲୋକ।ମୃତ ମହିଳା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗ୍ରାମର ପୂଜା ପାତ୍ର। ବର୍ତ୍ତମାନ କଟକ ଜିଲ୍ଲା ଆଠଗଡ଼ ମେଡ଼ିକାଲ ରେ ମୃତ ଦେହ ରହିଛି।ଏହି ଘଟଣାରେ ପୋଲିସ ସ୍ବାମୀକୁ ଅଟକ ରଖିଥିବା ସୂଚନା।

80
5629 views

Comment