logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସର୍ବଭାରତୀୟ କରାଟେ ପ୍ରତିଯୋଗିତାରେ କୃତିତ୍ୱ ।

୩୩ତମ ସର୍ବଭାରତୀୟ କରାଟେ ପ୍ରତିଯୋଗିତା-୨୦୨୫ରେ ଓଡ଼ିଶାରୁ ଚାରିଜଣ କାତା ଓ କୁମିତେରେ ଅଂଶଗ୍ରହଣ କରିଥିଲେ।

ପଦକ ହାସଲ କରିଥିବା ଦୁଇଜଣଙ୍କ ମଧ୍ୟରୁ ଶ୍ରେୟଶ ଚୌଧୁରୀ ସବ୍ ଜୁନିଅର ବର୍ଗ ପୁରୁଷ ବିଭାଗ କୁମିତେରେ କାଂସ୍ୟ ପଦକ ଏବଂ ତୋପନ ଗାଣ୍ଟା କୁମିତେ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଛନ୍ତି।

ଏହି ପ୍ରତିଯୋଗୀମାନେ କରାଟେ ଆସୋସିଏସନ ଅଫ ଓଡ଼ିଶାର ସମ୍ପାଦକ ସେକ୍ ସାଜୁ, ସଭାପତି ଭି ଶ୍ରୀନିବାସ ରାଓ ଏବଂ ଯୁଗ୍ମ ସଚିବ ଓଗେସ ଗାଣ୍ଟାଙ୍କ ନେତୃତ୍ବରେ ଛତିଶଗଡ଼ର ରାୟପୁର ତେଲିବନ୍ଧାର ଅଗ୍ରସେନ ଧାମଠାରେ ଗତ ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ସର୍ବ ଭାରତୀୟ କରାଟେ ଜ୍ଞାପନ କରାଯାଇଛି ।

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉଭୟଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପ ।

71
3729 views

Comment