logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜରୁରୀ କାଳୀନ ବୈଠକ ମାଲକାନଗିରି ଜିଲ୍ଲା ମାଲକାନଗରିର ବ୍ଲକ ଅନ୍ତର୍ଗତ ଚାଲାଣ ଗୁଡ଼ା ପଞ୍ଚାୟତ

ଅଦ୍ୟତା ଅଗଷ୍ଟ 27 ବୁଧ ବାର୍ ଦିନ 12 30 ରେ ଏକ ଜରୁରୀ କାଳୀନ ବୈଠକ ମାଲକାନଗିରି ଜିଲ୍ଲା ମାଲକାନଗରିର ବ୍ଲକ ଅନ୍ତର୍ଗତ ଚାଲାଣ ଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ରେ ହଇ ଥିଲା ବୈଠକ ର ମୁଖ୍ୟ ଉଦେସ ଥିଲା ଟିଟିୱେରୀ ପାଖ ଗ୍ରାମ ପାହାଡ ଗୁଡ଼ା ର ଯୁବକ ରାମା ମାଡ଼ି ରାଇପୁର ଏକ କମ୍ପାନୀ ରେ କାମ କରୁଥିଲା କମ୍ପାନୀ ରେ କଣସି କାରଣ ରୁ ତାଙ୍କୁ ହତ୍ୟା କରା ଯାଇଛି ବଲି ଜଣା ପଡ଼ିଛି ତାହା ଶୁଣି ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ପକ୍ଷରୁ ଆଦିବାସୀ ମହାସଂଘ ସଭାପତି ଶ୍ରୀ ଯୁକ୍ତ ବନ୍ଧୁ ମୁଦୁଲି ଏବଂ ସ୍ଥାନୀୟ ବିଧାୟକ ଶ୍ରୀ ଯୁକ୍ତ ନରସିଂହ ମାଡକାମି ତଥା ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ଜିଲ୍ଲା ସମ୍ପାଦକ ନୀଳ କଣ୍ଠ ଦୁରା ଏବଂ ଦକ୍ଷୀଣ ଓଡ଼ିଶା ଆଦିବାସୀ ମହାସଂଘ ଜିଲ୍ଲା ସଞ୍ଜଯକ୍ କାମେଶ୍ୱର୍ ଆଜମେରା ଓ ଜିଲ୍ଲା ଆଦିବାସୀ ମହାସଂଘ ର କର୍ମ କର୍ତ୍ତା ପୂର୍ବତନ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀ ଯୁକ୍ତ ବଂଶୀ ମୁଦୁଲି ମାଲକାନଗିରି ଲେମ୍ପ ସଭାପତି ଶ୍ରୀ ଯୁକ୍ତ ଉଦୟ ନାରାୟଣ ବୁରୁଦା ଓ ଚାଲାଣ ଗୁଡ଼ା ପଞ୍ଚାୟତ ସରପଞ୍ଚ ଏବଂ କନ୍ଦ ସମାଜ ସଭାପତି ଶ୍ରୀ ହରିବନ୍ଦୁ ଗଲରି ଓ ପୂର୍ବତନ ଆଦିବାସୀ ମହାସଂଘ ସଭାପତି ଶ୍ରୀ ଯୁକ୍ତ ଘନସୀୟାମ୍ ମାଡକାମି ଉପସ୍ଥିତ ଗ୍ରାମ ର ଭଦ୍ର ବେକ୍ତି ଓ ନାରୀ ଶକ୍ତି ଙ୍କୁ ନେଇ ପୁଙ୍ଖା ନ ପୁଙ୍ଖ ଭାବେ ଆଲଚନା କରି ସଭାପତି ଶ୍ରୀ ବନ୍ଧୁ ମୁଦୁଲି ଶେଷ ରେ ସଭା ସାଙ୍ଗ କରିଥିଲେ ଜୟ ଜୁହାର ଜୟ ଆଦିବାସୀ

119
5755 views

Comment