ଆସନ୍ତା କାଲି ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଙ୍କ ବିଶେଷ ନୀତି ପାଇଁ ଅପରାହ୍ନ ୫ଘଟିକା ରୁ ରାତ୍ର ୧୦ ପର୍ଯ୍ୟନ୍ତ ସାଧରଣ ଦର୍ଶନ ବନ୍ଦ
ଚାରିଧାମ ର ଶ୍ରେଷ୍ଠ ଧାମ ପୁରୀ ଶ୍ରୀ ଜଗନ୍ନାଥ ଧାମ, ବାର ମାସରେ ତେର ପର୍ବ ପାଳିତ ହୁଏ, ଆସନ୍ତା କାଲି ମହାପ୍ରଭୁ ଙ୍କ ସ୍ଵତନ୍ତ୍ର ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ.