logo

କେନ୍ଦ୍ରାପଡ଼ାକୁ ଡରାଇଲାଣି ଡାଇରିଆ !


ନ୍ୟୁଜ୍
ଦେଶ ବିଦେଶ
ଟ୍ରେଣ୍ଡିଙ୍ଗ୍‌
ଏଣ୍ଟରଟେନମେଣ୍ଟ
ପଲିଟିକ୍ସ
ସ୍ପୋର୍ଟ୍ସ
ଜୀବନଶୈଳୀ
ଫଟୋ ଗ୍ୟାଲେରୀ
ଭିଡିଓ
ଟେକ୍
ପର୍ବପର୍ବାଣୀ
#NiveshkaSahiKadam
Rising Bharat
ଓଡ଼ିଆ ନ୍ୟୁଜ
/
ସମ୍ବାଦ
/
କେନ୍ଦ୍ରାପଡ଼ା
/
କେନ୍ଦ୍ରାପଡ଼ାକୁ ଡରାଇଲାଣି ଡାଇରିଆ !
NEXTPREV
କେନ୍ଦ୍ରାପଡ଼ାକୁ ଡରାଇଲାଣି ଡାଇରିଆ !
ପଡୋଶୀ ଜିଲ୍ଲାରେ ଡାଇରିଆ ବ୍ୟାପିଥିବା କଥା ପ୍ରଘଟ ହୋଇଥିବାରୁ ଏଭଳି ପରିସ୍ଥିତିରେ କେନ୍ଦ୍ରାପଡ଼ାରେ ଖେଳି ଯାଇଛି କୋକୁଆ ଭୟ।
ବିଜ୍ଞାପନ

Last Updated : June 18, 2025, 3:35 pm IST
Published by : Soumya Das
Reported by : Sunanda Bhuyan

ସମ୍ବନ୍ଧୀୟ ଭିଡିଓଗୁଡିକ |
Related Videos
Heavy Rainfall: ପ୍ରବଳ ବର୍ଷା ନେଇ ଆଲର୍ଟ! ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ ବର୍ଷା

Related Videos
Odisha News: ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର; ଏଣିକି ଶସ୍ତାରେ ମିଳିବ ରାସନ!

ଭୁବନେଶ୍ୱରରେ ମାଟି ତଳେ ଯିବ ମେଟ୍ରୋ

Live: ବଡ଼ ଖବର, ବାହାହେଲେ ମହୁଆ-ପିନାକୀ

Sikkim Accident: ଦୁର୍ଘଟଣାର ଲୋମ ଟାଙ୍କୁରା କାହାଣୀ

Itishree Jena Missing: ଇତିଶ୍ରୀଙ୍କ ଦୁର୍ଘଟଣା, ସାଂଘାତିକ ସତ !

ବିଜ୍ଞାପନ

News18Local

କେନ୍ଦ୍ରାପଡ଼ା: ପଡୋଶୀ ଜିଲ୍ଲାରେ ଡାଇରିଆ ବ୍ୟାପିଥିବା କଥା ପ୍ରଘଟ ହୋଇଥିବାରୁ ଏଭଳି ପରିସ୍ଥିତିରେ କେନ୍ଦ୍ରାପଡ଼ାରେ ଖେଳି ଯାଇଛି କୋକୁଆ ଭୟ।ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧ କରି ସ୍ଥାନୀୟ ଛତା ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଡ଼.ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଶ୍ୟାମସୁନ୍ଦରପୁର ଗ୍ରାମରେ ଏକ ମେଡିକାଲ୍ ଟିମ୍ ପହଞ୍ଚି ଝାଡ଼ାବାନ୍ତିରେ ଆକ୍ରାନ୍ତ ପରିବାରର ସଦସ୍ୟ ମାନଙ୍କୁ ଓଆରଏସ, ଜୀଙ୍କ ଏବଂ ପ୍ରତିଷେଧକ ମୂଳକ ଔଷଧ ସେବନ କରିବା ପାଇଁ ଦିଆଯିବା ସହିତ ଅଙ୍ଗନୱାଡ଼ି ଓ ଆଶା ଦିଦିଙ୍କ ଭଳି ସ୍ଵାସ୍ଥ୍ୟ କର୍ମୀ ମାନଙ୍କ ସାହାର୍ଯ୍ୟରେ ଗ୍ରାମର ଜଳ ଉତ୍ସ ମାନଙ୍କରେ ବ୍ଲିଚିଁ, ହାଲୋଜିନ୍ ବଟିକା ଛିଞ୍ଚନ କରାଯାଇଛି।ଡ.ବେହେରାଙ୍କ କହିବା ଅନୁଯାୟୀ ଆକ୍ରାନ୍ତ ଦେହରେ ଡାଇରିଆ ର କୌଣସି ଲକ୍ଷଣ ପ୍ରାଥମିକ ସ୍ଥରରେ ଜଣାପଡ଼ି ନଥିଲେ ମଧ୍ୟ ସଂଗ୍ରୀହୃତ ନମୂନା ପରୀକ୍ଷା ପରେ ଏନେଇ ସ୍ପଷ୍ଟ ସୂଚନା ମିଳି ପାରିବ।

11
288 views